ବାଣୀବିହାର ପରିସରରେ ହିଂସା : ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ହାତାହାତି, ବୁଲିଲା ଖଣ୍ଡା-ଭୁଜାଲି

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଆଜି ସନ୍ଧ୍ୟାରେ ହିଂସା ଦେଖାଯାଇଛି। ବାଣୀବିହାର ପରିସରରେ ‌ଏକ ଗୋଷ୍ଠୀର ଛାତ୍ରମାନେ ଖଣ୍ଡା ଓ ଭୁଜାଲି ଧରି ଉପଦ୍ରବ ସୃଷ୍ଟି କରିଛନ୍ତି। ଉପଦ୍ରବକାରୀ ଛାତ୍ରମାନେ ପୁରୁଣା ଭିସି ଅଫିସ୍ ଆଗରେ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିବା ସହିତ ଖଣ୍ଡା ଓ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ। ସେମାନେ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଲେ। ଏଥି ସହିତ କିଛି … Continue reading ବାଣୀବିହାର ପରିସରରେ ହିଂସା : ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ହାତାହାତି, ବୁଲିଲା ଖଣ୍ଡା-ଭୁଜାଲି